ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଓଡିଆ ଚଳଚିତ୍ର ‘୨ ଚକୋଲେଟ୍‌’ ର ପ୍ରିମିୟର

ଭୁବନେଶ୍ବର, (ଓଡିଶା ଟାଇମ୍) : ୫ ନଭେମ୍ବର ୨୦୨୧ ଶୁକ୍ରବାରଠାରୁ ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଓଡିଆ ଚଳଚିତ୍ର ୨ ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଛି। ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ପିଲ୍ମକୁ ଓଟିଟି … Read More