ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଅହମଦାବାଦ, (ଓଡିଶା ଟାଇମ୍) : ଗୁଜୁରାଟ ସୁରତର ହଜିରାସ୍ଥିତ ଓଏନଜିସି ପ୍ଲାଣ୍ଟରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଲଗାତାର ୩ଟି ବିସ୍ଫୋରଣ ପରେ ଓଏନଜିସି ପ୍ଲାଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ … Read More