ଆଜି ଭାରତ ବନ୍ଦ, ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନର ବନ୍ଦ ଡାକରା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ ଚାଲିବ। ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଭାରତ ବନ୍ଦକୁ କଂଗ୍ରେସ … Read More

ଗୋଦରେଜ୍ ପକ୍ଷରୁ ୫ ଷ୍ଟାର୍ ରେଟେଡ୍ ହଟ୍ ୱାସ୍ ଭିତିକ ୱାସିଂ ମେସିନ୍ ଉନ୍ମୋଚିତ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମହାମାରୀ ପ୍ରଭାବରେ ସବୁ କିଛିର ବ୍ୟବହାରରେ ପରିବର୍ତନ ହୋଇଥିବା ବେଳେ ପୂର୍ବାପେକ୍ଷା ଅଧିକ ଜିନିଷ ସଫା କରିବାକୁ ପଡ଼ୁଛି । ଏହାର ବର୍ଦ୍ଧିତ ଚାହିଦାକୁ ନଜରରେ ରଖି ଗୋଦରେଜ ପକ୍ଷରୁ ୫ ଷ୍ଟାର୍ ଶକ୍ତି ମିତବ୍ୟୟୀ … Read More

ରାଜ୍ୟରେ ଆଉ ୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି । ଏନେଇ … Read More

ରାଜ୍ୟରେ ଜୀବନ ହାରିଲେ ଆଉ ୬ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭୧କୁ ବୃଦ୍ଧି ପାଇଛି । … Read More

ରାଜ୍ୟରେ ଚିହ୍ନଟ ହେଲେ ୩୯୩ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୧୧୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

୪ କିଲୋ ସୁନା, ୨୩୫ କିଲୋ ରୁପା ଜବତ

ବ୍ରହ୍ମପୁର, (ଓଡିଶା ଟାଇମ୍) : ବ୍ରହ୍ମପୁରରେ ଦିନକୁ ଦିନ ବଢିଚାଲିଛି ଚୋରା ସୁନା ଓ ରୂପା ଅଳଙ୍କାରର କାରବାର । ଏହିପରିପେକ୍ଷୀରେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ ହୋଇଛି । କାର୍‌ … Read More

ଆକାଶ ପାଠକ ଆମର କର୍ମଚାରୀ ନୁହେଁ: ଟାଟା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଇଏଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଆମର କର୍ମଚାରୀ ନୁହେଁ। ଟ୍ରାଭେଲ୍ ଏଜେନ୍ସି  ସ୍କାଏ କିିଙ୍ଗ ସହ ଆମର କୌଣସି ବ୍ୟାବସାୟିକ ସଂପର୍କ ନାହିଁ ବୋଲି ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସ୍କାଏ କିଙ୍ଗ … Read More

କୃଷକ ସଂଗଠନଗୁଡିକ ପକ୍ଷରୁ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ

ଭୁବନେଶ୍ବର, (ଓଡିଶା ଟାଇମ୍) : କେନ୍ଦ୍ରର ମୋଦୀ ନେତୃତ୍ୱ ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ … Read More

ଦେଶରେ ଗତ ୨୪ଘଣ୍ଟାରେ ୩୬୬୫୨କୋଭିଡ଼ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କୋଭିଡ଼ ସଂକ୍ରମଣରେ ୩୬,୬୫୨  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬ଲକ୍ଷ ପାର୍ ହୋଇଛି । ଦେଶରେ ୯୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ … Read More

ମହାନଦୀ ଜଳ ବିବାଦ ମାମଲା ,ଆଜି ପୁଣି ବସିବ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) :ମହାନଦୀ ଜଳ ବିବାଦ ମାମଲା । ଆଜି ପୁଣି ବସିବ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ । ମହାନଦୀ ଜଳବିବାଦ ମାମଲାର ତ୍ୱରିତ୍ ଶୁଣାଣି ପାଇଁ ସମୟ ନିର୍ଦ୍ଧାରଣ ପ୍ରସଙ୍ଗରେ ଗତକାଲି ଓଡ଼ିଶା ଓ ଛତିଶଗଡ଼ … Read More