ଆଇଏଏସ୍‌ ସ୍ତରରେ ଅଦଳବଦଳ, ଓଏଫ୍‌ଡିସିର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଭାରତୀୟ ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇଏଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ତାଙ୍କୁ ଓଏଫ୍‌ଡିସିର ଅଧ୍ୟକ୍ଷ କରାଯାଇଛି । ସେହିପରି ଆଇଏଏସ୍‌ ଅଧିକାରୀ … Read More

ଶ୍ରୀମନ୍ଦିର କଥା-୧: କାହିଁକି ଓ କେମିତି ସ୍ଥାପନ ହେଲେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଅରୁଣସ୍ତମ୍ଭ

ସଦା ଜୀବନ୍ତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଟି ପଥର ଗୋଟିଏ କାହାଣୀ କହେ। ଇତିହାସ, ସଂସ୍କୃତି ଓ ପରମ୍ପରାର ଖିଅ ଖୋଜିବା ବେଳେ ଆମ ଆଗରେ ମୂକ ସାକ୍ଷୀଟିଏ ପରି ଠିଆ ହୁଏ। କେତେବେଳେ ଏହା ଗୌରବର ଗାଥା ବହନ କରେ ତ … Read More

ଦେଶରେ ପ୍ରଥମ ଥର ପାଇଁ ଶିକ୍ଷକଙ୍କ ଅପେକ୍ଷା ଶିକ୍ଷୟିତ୍ରୀ ଅଧିକ, କେରଳ ଶୀର୍ଷରେ-ଓଡ଼ିଶା ୨୦ତମ ସ୍ଥାନରେ

ଦେଶରେ ପ୍ରଥମ ଥର ପାଇଁ ବିଦ୍ୟାଳୟରେ ଶିକ୍ଷୟିତ୍ରୀମାନେ ସେମାନଙ୍କ ପୁରୁଷ ସହକର୍ମୀଙ୍କ ତୁଳନାରେ ଅଧିକ ରହିଛନ୍ତି । ଦେଶର ୯୬.୮ ଲକ୍ଷ ଶିକ୍ଷକଙ୍କ ମଧ୍ୟରୁ 49.2 ଲକ୍ଷ ମହିଳା ଅଛନ୍ତି । ୨୦୧୨-୨୧୩ ମସିହାରେ ସାରା ଦେଶରେ ୩୫.୮ ଲକ୍ଷ ଶିକ୍ଷୟିତ୍ରୀ … Read More

ମାଓବାଦୀଙ୍କ ଉପରେ କରୋନା ପ୍ରକୋପ

ଭୁବନେଶ୍ୱର, (ଓଡ଼ିଶା ଟାଇମ): କରୋନା ଯୋଗୁଁ କେବଳ ସାଧାରଣ ଜନତା ନୁହଁନ୍ତି, ଦେଶର ନକ୍ସଲ ତଥା ମାଓବାଦୀମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । କରୋନା କାରଣରୁ ଅନେକ ମାଓବାଦୀ ଜୀବନ ହରାଉଥିବାବେଳେ ଅନେକ ନକ୍ସଲମାନେ କରୋନା କାରଣରୁ ଗୁରୁତର ସମସ୍ୟାର … Read More

ଦେଶରେ ଦିନକରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ଦେଶରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୪୬,୧୮୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୨୭ … Read More

ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୨୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ଶେଷ ବର୍ଷ ପାଠପଢା ହେବ। ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦୬ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଆମପାଣି ଘାଟି ଜଙ୍ଗଲ ରାସ୍ତାରେ କଲରା ପତରିଆ ବାଘ

କଳାହାଣ୍ଡି, (ଓଡିଶା ଟାଇମ୍) : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଛି। ସିଉନି ଗ୍ରାମର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ରାତି ପ୍ରାୟ ୧୧.୧୫ … Read More

ରାଜ୍ୟରେ ଆଉ ୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More