ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରୀ, ଆଇଆଇସି ସସପେଣ୍ଡ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଥାନାରେ ଯୁବକଙ୍କୁ ମାଡ ମାରିବା ଆଇଆଇସିଙ୍କୁ ମହଙ୍ଗା ପଡିଲା । କେନ୍ଦୁଝର ସ୍ଥିତ ପାଟଣା ଥାନା ମହିଳା ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ବିତ କରିଛନ୍ତି ଡିଜିପି ଶ୍ରୀ ଅଭୟ । ଏ ନେଇ ଟୁଇଟ ମାଧ୍ୟମରେ … Read More

ଆସିଲା ୮୦ ସଂକ୍ରମିତଙ୍କ ତଥ୍ୟ, ପଢନ୍ତୁ ଜିଲ୍ଲାୱାରୀ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି । ତେବେ ସମସ୍ତ ୮୦ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର … Read More

ମେ’୨୫ ରୁ ଝାରସୁଗୁଡା ବିମାନ ବନ୍ଦରରୁ ଉଡିବ ବିମାନ

ଭୁବନେଶ୍ୱର, (ଓଡିଶା ଟାଇମ୍): କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ପର୍ୟ୍ୟନ୍ତ ବନ୍ଦ ରହିଥିବା ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ … Read More

ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,(ଓଡିଶା ଟାଇମ୍) :ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ l ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୯୭ ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା l ଏହି ୨ ଆକ୍ରାନ୍ତ ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା । ଏନେଇ ଟ୍ୱିଟ୍‌ … Read More

ଓଡ଼ିଶାରେ ଅନଲାଇନରେ ମିଳିବ ମଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ମଦ ଅନଲାଇନରେ ବିକ୍ରି କରିବାକୁ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି ରାଜ୍ୟ ସରକାର। ତେବେ କେବଳ ଅନଲାଇନ ନୁହେଁ, ଅଫଲାଇନରେ ମଧ୍ୟ ମଦ ବିକ୍ରି କରାଯିବାକୁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଛି l … Read More

ଓଡିଶା ପାଇଁ ୫୦୦ କୋଟି ସହାୟତା ଘୋଷଣା କଲେ ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । … Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ଟୁଇଟ୍ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ଓଡିଶା ଟାଇମ୍): ସାମୁଦ୍ରିକ ବାତ୍ୟା ଅମ୍ପନ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସିଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରାଜ୍ୟର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଆଜି … Read More

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ … Read More

ରାଜ୍ୟରେ ଆଉ ୪୩ କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,(ଓଡିଶା ଟାଇମ୍): ରାଜ୍ୟରେ ଆଉ ୪୩ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୩୬ ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି … Read More

ଓଡିଶାକୁ ସହଯୋଗର ହାତ ବଢାଇଲେ ଦିଲ୍ଲୀ ସରକାର

ଭୁବନେଶ୍ୱର,(ଓଡିଶା ଟାଇମ୍): ବାତ୍ୟା ଅମ୍ପନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓଡିଶାକୁ ସହଯୋଗର ହାତ ବଢ଼ାଇଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପରିପ୍ରେକ୍ଷୀରେ ଟ୍ୱିଟ କରିଛନ୍ତି କେଜରିୱାଲ । ସଙ୍କଟ ସମୟରେ ଓଡ଼ିଶାବାସୀଙ୍କ ସହ ଅଛନ୍ତି ଦିଲ୍ଲୀବାସୀ । … Read More