ବଦଳିଲା କେନ୍ଦ୍ରମନ୍ତ୍ରିମଣ୍ଡଳ, ବଦଳିବ ଓଡ଼ିଶା ସମୀକରଣ

ଆଗକୁ ରାଜ୍ୟ ବିଜେପିର ରିମୋଟ୍‌ ପରିବର୍ତ୍ତନ ! ଯେଉଁମାନେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରୁଛନ୍ତି ସେମାନେ ମୁଖ୍ୟତଃ ତାଙ୍କଠାରୁ ଅର୍ଥନୀତିକ କ୍ଷମତାର ଫାଇଦା ନେବାକୁ ଠୁଳ ହୋଇଥିଲେ ଓଡ଼ିଶାରେ ବିଜେପି ଏବଂ ବିଜେଡି ଭିତରେ ରାଜନୀତିକ ସମୀକରଣ ରକ୍ଷା କରିବା ଲାଗି ଆଉ … Read More

ଓଡ଼ିଶା ବିଜେପିରେ ମନ୍ତ୍ରୀ ଓ ମନ୍ତ୍ରଣାକାରୀ

ଓଡ଼ିଶାରେ ବିଜେପି ଫାଳ ଫାଳ ହୋଇଥିବା ନେଇ ‘ଓଡ଼ିଶା ଟାଇମ୍‌’ରେ ପୂର୍ବରୁ ଖବର ପ୍ରକାଶ ପାଇଛି। ନିର୍ବାଚନ ପୂର୍ବର ଏ ସ୍ଥିତି ଏବେ ବି ନିରନ୍ତର ରହିଛି। ଆଉ ଏହି ଫାଳଗୁଡ଼ିକର ପ୍ରମୁଖ ନେତୃତ୍ଵ ନେଉଛନ୍ତି ଦୁଇ ତୁଙ୍ଗ ନେତା। ଜଣେ … Read More

‘ବରଗଡ଼’, ‘ସମ୍ବଲପୁର’ ଓ ‘କଳାହାଣ୍ଡି’: ବିଜେଡିକୁ ବିଜେପିର ଉପହାର

ଓଡ଼ିଶାର ଯେଉଁ ପଶ୍ଚିମାଞ୍ଚଳକୁ ବିଜେପି ଗଡ଼ ଭାବେ ଗଢ଼ି ତୋଳୁଥିଲା ତାହାକୁ ତୋପ ଫୁଟାଇ ଧ୍ବଂସ କରିଦେଇଛନ୍ତି ବିଜେପିର ନିର୍ବାଚନ କମିଟି ସଦସ୍ୟ ତଥା ଉପଦେଷ୍ଟା। ଏହାଦ୍ଵାରା ତିନୋଟି ନିଶ୍ଚିତ ଆସନରେ ଏବେ ପରାଜୟ ବାଦଲ ଆଚ୍ଛାଦିତ ହେଉଛି ବୋଲି ରାଜ୍ୟ … Read More

ବିଶାଳ ପଟୁଆରରେ ଦାମଙ୍କୁ ସ୍ଵାଗତ କଲା ଓଡ଼ିଶା ବିଜେପି

ଭୁବନେଶ୍ଵର, (ଓଟି): ଅନେକ ସମୟରେ ଦାମ ବାଣରେ ଆଘାତ ହୋଇଥିବା ବିଜେପି ଆଜି ବିଜେଡିରୁ ବିତାଡ଼ିତ ଡା. ଦାମୋଦର ରାଉତଙ୍କୁ ପଟୁଆରରେ ନେଇ ପାଛୋଟି ଆଣିଛି। ବିମାନବନ୍ଦରଠାରୁ ଏହି ପଟୁଆର ବିଜେପି ଅଫିସ ଯାଏ ଆସିଥିଲା। ଶିଶୁଭବନ ଛକଠାରୁ ଜମିଥିବା ମାଇକ୍‌ … Read More

ଓଡ଼ିଶା ବିଜେପି ନେତାଙ୍କ ଉପରେ କେନ୍ଦ୍ରୀୟ ନେତାଙ୍କ ଭରଷା ନାହିଁ

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ ପରେ ପଶ୍ଚିମ ଓଡିଶାକୁ ମୋଦିଙ୍କ ଦ୍ବିତୀୟ ଗସ୍ତ। ଆଗକୁ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବାକୁ ହାତରେ … Read More