ସତରେ କ’ଣ ରାଜନୈତିକ ନେତା ଓ ଦଳ ଲୁଟେରା, ଆଇଏଏସ୍ ଅଫିସର ସଚ୍ଚୋଟ ?

ଭୁବନେଶ୍ୱର,( ଓଡ଼ିଶା ଟାଇମ୍‌) – ବେସାମରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଏବେ ଆଲୋଚନାର ବିଷୟବସ୍ତୁ ପାଲଟଛି। ରାଜନୀତି କରୁଥିବା ନେତା ଓ ଦଳମାନେ ଲୁଟେରା ଓ ଆଇଏଏସ୍‍ ଅଫିସରମାନେ ସଚ୍ଚୋଟ। ତେଣୁ ସେମାନେ ରାଜନୈତିକ ଦଳ … Read More

ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) :  ସର୍ବଦଳୀୟ ବୈଠକ ପରେ ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା। ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ।୨୬ ଦିନ ଧରି ଚାଲିବ ଗୃହକାର୍ଯ୍ୟ।  ପୂର୍ବାହ୍ନ … Read More

ଶୀତରେ ଥରିଲାଣି ଦାରିଙ୍ଗବାଡ଼ି

(କନ୍ଧମାଳ,ଓଡ଼ିଶା ଟାଇମ୍): କନ୍ଧମାଳ ଜିଲ୍ଲାରେ ଧୀରେ ଧୀରେ ଶୀତ ତାର ଆସର ମେଲିଲାଣି । ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି । ଯାହାଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ … Read More

ଦୀପାବଳି ପରେ ଖୋଲିବ ସ୍କୁଲ୍, କ୍ଲାସରୁମ୍ ପାଠପଢା ଖୁବଶୀଘ୍ର ଫେରିବ

ଭୁବନେଶ୍ବର,(ଓଡ଼ିଶା ଟାଇମ୍):– ଦୀପାବଳି ପରେ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ସ୍କୁଲ୍ । ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି … Read More

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ; ଆସନ୍ତା ୨ଦିନ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ବର,(ଓଡ଼ିଶା ଟାଇମ୍):- ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି … Read More

ଅଷ୍ଟମ ପିଲାଙ୍କ ପାଠପଢା: ୨୭ରୁ ୨୯ ଯାଏ ଶିକ୍ଷଣସ୍ତରର ଆକଳନ ହେବ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଦୀର୍ଘ ୧୮ ମାସପରେ ଖୋଲିଛି ପ୍ରାଥମିକ ବିଦ୍ୟାଳୟ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଇଂରାଜୀ ମାଧ୍ୟମ ବିଦ୍ୟାଳୟର … Read More

ଭାଙ୍ଗିଲା ମା’ ସମଲେଶ୍ୱରୀ ମନ୍ଦିରର ଛାତ

ବଲାଙ୍ଗିର,(ଓଡ଼ିଶା ଟାଇମ୍): ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଅଘଟଣ । ଭାଙ୍ଗିଲା ମନ୍ଦିର ଭିତରର ଛାତ । ଦୀର୍ଘ ଦିନରୁ ମନ୍ଦିରର ଛାତ ଦୂର୍ବଳ ଥିବା ନେଇ ମନ୍ଦିର ପୂଜକ ଏବଂ ଭକ୍ତ ମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ … Read More

ଓଡ଼ିଶା ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍

ଭୁବନେଶ୍ବର,(ଓଡ଼ିଶା ଟାଇମ୍):  ଏଥର ଓଡ଼ିଶାର ସମସ୍ତ ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ । କଏଦୀଙ୍କ ସୁରକ୍ଷା ସାଙ୍ଗକୁ ଜେଲରୁ ବାହାରକୁ ଲମ୍ବିଥିବା ଅପରାଧକୁ ରୋକିବାକୁ ଓଡ଼ିଶା କାରାଗାର ନିର୍ଦ୍ଦେଶାଳୟ ଏଭଳି ପଦକ୍ଷେପ ନେବାକୁ ଯୋଜନା କରୁଛି । ଏହି ଡ୍ରୋନ ଗୁଡ଼ିକ … Read More

କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୩୪୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି । ଏନେଇ … Read More

ତେଲ ଦର ପ୍ରଭାବରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ଟାଇମ୍) : ତୈଳ ଦର ପରେ ଏବେ ବସ ଭଡ଼ା ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ। କୋରୋନା ମହାମାରୀର ପ୍ରଥମ ଲହର ପରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଏଭଳି ବଢ଼ିଛି ଯାହା ସାଧାରଣ … Read More