୪ ଓଏଏସ୍‌ଙ୍କ ବଦଳି, ମାଲକାନଗିରି ଗଲେ ଅକ୍ଷୟକୁମାର ଖେମୁଡ଼ୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ( ଓଏଏସ୍‌ କ୍ୟାଡର)ଙ୍କ ଭିତରେ ଏକ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ୪ ଜଣ ଅଫିସରଙ୍କୁ ସେମାନଙ୍କ ଦାୟିତ୍ଵରୁ ଅନ୍ୟତ୍ର ବଦଳି କରାଯାଇଛି। ଏହିକ୍ରମରେ ଜୁନିୟର ଗ୍ରେଡ୍‌ -ଏ ଓଏଏସ୍‌ ଅଧିକାର … Read More