ମାଓ କ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ
ନୂଆପଡ଼ା, (ଓଡିଶା ଟାଇମ୍) : ସୁରକ୍ଷାକର୍ମୀଙ୍କୁ ବଡଧରଣର ସଫଳତା । ନୂଆପଡ଼ା ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି । ସୁରକ୍ଷାକର୍ମୀଙ୍କୁ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି । ଖବର ଅନୁଯାୟୀ, CRPF ଯବାନ କୌଣସି … Read More