ଆମେରିକୀୟ କବୟିତ୍ରୀ ଲୁଇସ୍ ଗ୍ଲୁକ୍‌ଙ୍କୁ ସାହିତ୍ୟରେ ୨୦୨୦ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକୀୟ କବୟିତ୍ରୀ ଲୁଇସ୍ ଗ୍ଲୁକ୍‌ଙ୍କୁ ସାହିତ୍ୟ ପାଇଁ ୨୦୨୦ ନୋବେଲ୍ ପୁରସ୍କାର ଦିଆଯିବ ବୋଲି ଗୁରୁବାର ଦିନ ଘୋଷଣା କରାଯାଇଛି। କବିତାରେ ‘ବ୍ୟକ୍ତି ସତ୍ତାକୁ ଜାଗତିକ କରୁଥିବା ସରଳ ସୌନ୍ଦର୍ଯ୍ୟ ଯୁକ୍ତ ସୁସ୍ପଷ୍ଟ କାବ୍ୟିକ ଉପଲବ୍ଧି’ ନିମନ୍ତେ … Read More