ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍ !
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆରବ ସାଗରରେ ବାତ୍ୟା ନିସର୍ଗର ରୂପ ନେଇଛି ଗଭୀର ଅବପାତ । ବର୍ତ୍ତମାନ ସୁରତଠାରୁ ୬୪୦କିମି ଓ ମୁମ୍ବାଇଠାରୁ ୪୩୦ କିମି ଦୂରରେ ଅଛି ନିସର୍ଗ । ଆଗାମୀ ୧୨ଘଣ୍ଟାରେ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ ନିସର୍ଗ … Read More