କୃଷକ ସଂଗଠନ ଗୁଡ଼ିକ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତାକାଲିର ଧାରଣା, ପ୍ରତିବାଦ ଓ ବିକ୍ଷୋଭକୁ କଂଗ୍ରେସ ଦଳର ନୈତିକ ସମର୍ଥନ : ନିରଞ୍ଜନ

ଭୁବନେଶ୍ବର, (ଓଡିଶା ଟାଇମ୍) : ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ଦ୍ୱାରା ଦିଲ୍ଲୀରେ ନିରନ୍ତର ଆନ୍ଦୋଳନ, ବିକ୍ଷୋଭ ଓ ଆସନ୍ତାକାଲି ଆମରଣ ଅନଶନ ସପକ୍ଷରେ ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ … Read More

୧୯୯୦ର ରେକର୍ଡ଼ ଭାଙ୍ଗିଲା କଂଗ୍ରେସ

୧୯୯୦ର ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୁ ହାୱା ସହିତ କଂଗ୍ରେସର ଶାସନ ବିରୋଧି ଲହର ଯୋଗୁଁ ବିଧାନସଭାରେ କଂଗ୍ରେସର ସଭ୍ୟ ସଂଖ୍ୟା ୧୦କୁ ଖସି ଆସିଥିଲା। ଜନତା ଦଳକୁ ୧୨୩ ଆସନ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ଼ ହୋଇ … Read More

ବିପର୍ଯ୍ୟୟ ପରିଚାଳନା ଅର୍ଥ ଅନ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ ନହେଉ : ନିରଞ୍ଜନ

ଓଡ଼ିଶାକୁ ପ୍ରଭାବିତ କରିଥିବା ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ରିଲିଫ, ଉଦ୍ଧାର, ଥଇଥାନ ଏବଂ ପୁନର୍ବାସ କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଆଗୁଆ ୩୪୦ କୋଟି ୮୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ଅତିପ୍ରବଳ ସାମୁଦ୍ରିକ … Read More

ଶ୍ରୀକାନ୍ତ ଫମ୍ପା ମାଠିଆ!

କଂଗ୍ରେସରୁ ବହିଷ୍କୃତ ହୋଇଥିବା ଶ୍ରୀକାନ୍ତ ଜଣେ ଫମ୍ପା ମାଠିଆ। ଏକଥା ଆମେ କହୁନାହୁଁ ସେ ନିଜେ ପ୍ରମାଣିତ କରି ଦେଖାଇଛନ୍ତି। ନିର୍ବାଚନରେ କଂଗ୍ରେସ ଓ ପଟ୍ଟନାୟକ ପରିବାର ବିରୋଧରେ ବୁଲି ବୁଲି ପ୍ରଚାର କରିବେ ବୋଲି ବହୁ ଆଗରୁ ବଡ଼ ଜୋରେ … Read More

ଦ୍ୱିତୀୟ ପର୍ଯ୍ୟାୟ ସରିବାକୁ ବସୁଛି ; କଂଗ୍ରେସର ଦିଲ୍ଲୀରୁ କେହି ଆସୁନାହାଁନ୍ତି

୧ମ ପର୍ଯ୍ୟାୟ ନିର୍ବାଚନ ୧୧ ତାରିଖରେ ସରିଲା। ୧୮ ତାରିଖରେ ହବାକୁ ଯାଉଛ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୧୬ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ। କହିବାକୁ ଗଲେ ହାତରେ ଆଉ ଦି’ଦିନ। ୧୬ ତାରିଖରେ ଆସୁଛନ୍ତି ମୋଦୀ। ଭୁବନେଶ୍ୱର ଓ ସମ୍ୱଲପୁରରେ … Read More

ନିରଞ୍ଜନ ନୁହନ୍ତି, ତାଙ୍କ ପୁଅ ପ୍ରକୃତ ପିସିିସି ସଭାପତି : ସୋନାଲି

କଂଗ୍ରେସରୁ ଇସ୍ତଫା ଦେଲେ ସୋନାଲି ଆଜିଠାରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମଧ୍ୟ ପୁଣି ଜଣେ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । … Read More

ମୋ ଇଚ୍ଛାରେ ଦିଆଯାଇନି : ନିରଞ୍ଜନ

କଂଗ୍ରେସ ପ୍ରାର୍ଥୀ ଚୟନରେ ତ୍ରୁଟିକୁ ନେଇ ହାତ ଟେକିଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଚଳିତ ଥର ଟିକେଟ ଦେଇ ଦଳରେ ୮୩ଟି ନୂଆଁ ମୁହଁ ଦେଇଛି ବୋଲି ନିରଞ୍ଜନ ପ୍ରତିକ୍ରିୟା ଦେଇଛନ୍ତି । ଧାରଣ ନିର୍ବାଚନ ପାଇଁ … Read More

ନିରଞ୍ଜନଙ୍କ ବିରୋଧରେ ଅସନ୍ତୋଷ ତେଜିଲା

କଂଗ୍ରେସ ନେତୃତ୍ୱ ଦଳରେ ସଂଗଠନ କରୁଥିବା ନେତାମାନଙ୍କୁ କୌଣସି ପ୍ରକାର ସୁଯୋଗ ଦେବାକୁ ଚାହୁଁନାହାନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ଦଳର କାର୍ଯ୍ୟକ୍ରମକୁ ହାତକୁ ନେଇ ସଂଗଠନ ବୃଦ୍ଧି କରୁଛନ୍ତି ସେମାନଙ୍କୁ ନିର୍ବାଚନରେ ଟିକଟ ମିଳୁନାହିଁ। ଏଠାରେ କେବଳ ବାପ ପୁଅଙ୍କ … Read More

ଟିକଟ ପାଇ ପୃଥ୍ୱୀ ଓହରିଗଲେ କାହିଁକି?

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବୀ ବଲ୍ଲଭ ପଟ୍ଟନାୟକ ବୋଲଗଡ ବେଗୁନିଆରୁ କଂଗ୍ରେସର ପ୍ରାର୍ଥୀ ହୋଇ ହଠାତ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଟିକେଟ ପାଇବେ କି ନାହିଁ ଏନେଇ କିଛି ଦିନ ହେଲା ଚର୍ଚ୍ଚା ଲାଗିରହିଥିଲା। … Read More

ରାଜ୍ୟ କଂଗ୍ରେସରେ ଗତି କୁଆଡେ଼?

ଏବେ ରାଜ୍ୟ ରାଜନୀତିକ ପାଣିପାଗରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶାସକ ବିଜେଡ଼ି ନିର୍ବାଚନ ଜିତିବା ପାଇଁ ନିଜ ଦଳର ନେତାମାନଙ୍କ ଉପରେ ଭରଷା କରିନ ପାରି ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ଦଳରେ ମିଶାଇ ଟିକଟ ଓ ଅନ୍ୟାନ୍ୟ ପ୍ରଲୋଭନ … Read More