ସ୍ଥଳଭାଗ ଛୁଇଁଲା ଘୁର୍ଣ୍ଣିବାତ୍ୟା ‘ନିଭାର’
ଚେନ୍ନାଇ , (ଓଡିଶା ଟାଇମ୍) : ଘୁର୍ଣ୍ଣିବାତ୍ୟା ‘ନିଭାର’କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ ପର୍ଯ୍ୟାୟଭୁକ୍ତ କରାଯିବା ପରେ ଏଥିପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ … Read More