ବିଜେପିର ନୂତନ ଟିମ୍ ଘୋଷିତ: ନଡ୍ଡାଙ୍କ ଦଳରେ ୪ ଓଡିଆ, ଅପରାଜିତ ଷଡଙ୍ଗୀ ରାଷ୍ଟ୍ରୀୟ ପ୍ରବକ୍ତା, ବିଶେଶ୍ଵର ଟୁଡୁ ହେଲେ ରାଷ୍ଟ୍ରୀୟ ସଂପାଦକ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତୀୟ ଜନତା ପାର୍ଟି(ବିଜେପି)ର ପଦାଧିକାରୀଙ୍କ ନୂତନ ଟିମ୍ ଘୋଷଣା କରିଛି। ପାର୍ଟି ସଭାପତି ଜଗତ ପ୍ରକାଶ ନଡ୍ଡା କିଛି ସମୟ ପୂର୍ବେ ଏହାର ଘୋଷଣା କରିଛନ୍ତି। ଏଥର ବିଜେପିର ନୂତନ ଟିମ୍ରେ ସମସ୍ତ ରାଜ୍ୟର ଯୁବକ ଓ … Read More