୩୭୪୧ କନଷ୍ଟେବଳ ପଦବୀ ପୂରଣ ପାଇଁ ବିଜ୍ଞାପନ ଦେଲେ ଓଡ଼ିଶା ପୁଲିସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା କାଳରେ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟ ଶିଳ୍ପ ସୁରକ୍ଷାବଳ (ଓଆଇଏସ୍‌ଏଫ୍‌)ରେ ୩୭୪୧ଜଣ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ଦଶମ ଶ୍ରେଣୀ ପଢ଼ିଥିବା ଯେକୌଣସି ପୁରୁଷ … Read More