ନେପାଳ ପ୍ରସଙ୍ଗରେ କହିଲେ ପୁରୀ ଶଙ୍କରାଚାର୍ଯ୍ୟ: ଚିନ୍ ଆଡ଼କୁ ଢଳିଲେ ଅପକର୍ଷ ସୁନିଶ୍ଚିତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୁରୀ ଶଙ୍କାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦନ ସରସ୍ଵତୀ ନେପାଳର କୂଟନୀତିକ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ବିଶ୍ଵ ଦରବାରରେ ନେପାଳର ବଦଳୁଥିବା କୂଟନୀତିକୁ ଦେଶ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି। ଯଦି ଏହି କୂଟ ନୀତିକ ଚାଲ୍ ଚୀନ ପ୍ରତି … Read More