ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେସିବି ପୋଡ଼ିଲେ ମାଓବାଦୀ

ରାୟଗଡା, (ଓଡିଶା ଟାଇମ୍) : ରାୟଗଡା ଜିଲାର କଲ୍ୟାଣସିଂହପୁର ଅନ୍ତର୍ଗତ ପଡାପଦର ପଞ୍ଚାୟତ କଲିକିଗୁଡ଼ାକୁ ଘାଟିରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେସିବି ମାଓବାଦୀ ପୋଡି ଦେଇଥିବା ଜଣାପଡିଛି। କଲିକିଗୁଡ଼ାକୁ ଘାଟିରେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ଏପରି କାଣ୍ଡ … Read More

କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ

ଭୁବନେଶ୍ବର, (ଓଡିଶା ଟାଇମ୍) :  କନ୍ଧମାଳର ବାଲିଗୁଡାରେ ୨ ଜବାନ ସହିଦ । କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ହୋଇଥିଲା ଏହି ଗୁଳି ବିନିମୟ । ମାଓ ଅପରେସନରେ ଗତକାଲି ୫ ଜଣ ମାଓବାଦୀ ନିପାତ ହୋଇଥିଲେ । ଏଥିରେ … Read More

ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ବାଲିଗୁଡ଼ା, (ଓଡିଶା ଟାଇମ୍) : କନ୍ଧମାଳ ଜିଲ୍ଲାରୁ ବାଲିଗୁଡା ଥାନା ରାଇପଙ୍ଗା ଗାଁ ମାଓ ବିରୋଧୀ ପୋଷ୍ଟର ଲାଗିଛି । ପୋଷ୍ଟରେ ଗତ ୧୮ତାରିଖରେ ହୋଇଥିବା କଞ୍ଚାଲାଘୁ ହିଂସାକୁ ବିରୋଧ କରି ପୋଷ୍ଟର ମରାଯାଇଛି । ବାଲିଗୁଡା ଥାନା ରାଇପଙ୍ଗା ଗ୍ରାମରେ … Read More

ଆଜିଠୁ ମାଓବାଦୀଙ୍କ ସହୀଦ ସପ୍ତାହ, କମ୍ବିଂ ଜୋରଦାର

ରାୟଗଡା, (ଓଡିଶା ଟାଇମ୍) : ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାରଠୁ ଆରମ୍ଭ ହୋଇଛି ମାଓବାଦୀ ସହିଦ ସପ୍ତାହ ଦିବସ। ଏହି ସହିଦ ଦିବସ ଅଗଷ୍ଟ ୩ ଯାଏଁ ପାଳନ କରାଯିବ। ବିଶେଷ ଭାବେ  ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ  … Read More

ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ରବିବାର ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁ ରହିଛି। ଓଡିଶା ଡିଭିଏଫ, ଏସଓଜି, ଆନ୍ଧ୍ର ଗ୍ରେ ହାଉଣ୍ଡ ପକ୍ଷରୁ ଅପରେସନ … Read More

ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ପୋଲିସ ଡିଜି

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତକାଲି କନ୍ଧମାଳ ପୁଲିସର କମ୍ବିଂ ଅପରେସନ ବେଳେ ହୋଇଥିବା ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ପରେ ଡିଜିପି ଅଭୟ ଫୁଲବାଣୀଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭୟ ପୋଲିସରଏହି ସଫଳତା ପାଇଁ … Read More

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି, (ଓଡିଶା ଟାଇମ୍) : ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଗୁରସେତୁ ନିକଟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁରୁବାର ସକାଳେ ହୋଇଥିବା ଏହି ଏନକାଉଣ୍ଟରରେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ସେଠାରୁ … Read More