ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର, (ଓଡିଶା ଟାଇମ୍) :  ସାରା ବିଶ୍ୱରେ ଏବେ କରୋନା କାୟା ମାଡିଚାଲିଛି । ଏଥିରେ ଛାତ୍ରଛାତ୍ରୀମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍‌ … Read More

କରୋନା ମୁକାବିଲା : ୪ ଜିଲ୍ଲାରେ ସରକାରଙ୍କ ରହିବ ଅଧିକ ଫୋକସ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ କୋଭିଡ଼ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପଇସା ଅଭାବରୁ କେହି ବି କୋଭିଡ଼ ରୋଗୀ ଚିକିତ୍ସାରୁ … Read More

କରୋନା ଯୋଦ୍ଧାଙ୍କ ସମ୍ମାନରେ ୧ ମିନିଟ୍ ନୀରବ ପ୍ରାର୍ଥନା, ରାଜ୍ୟବାସୀଙ୍କୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଅଗଷ୍ଟ ୫ ତାରିଖ ସନ୍ଧ୍ୟା ୬ଟାରେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି।  ଯେଉଁଠି ଥିଲେ ବି ଛିଡ଼ା ହୋଇ ଗୋଟେ ମିନିଟ୍ … Read More

ପ୍ରତି ପଞ୍ଚାୟତରେ ମିଳିବ କୋଭିଡ଼ କେୟାର ହୋମ୍ ସୁବିଧା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,  (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ଼ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର … Read More

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବିଭିନ୍ନ ଅର୍ଡିନାଂସ୍‌କୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିପାରେ। ଏହାସହ ଅର୍ଥ,ଶକ୍ତି, ପୂର୍ତ୍ତ, କୃଷି, ସ୍ୱାସ୍ଥ୍ୟ, ରାଜସ୍ୱ ଭଳି ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ମୋହର … Read More

କୋରୋନା ଆକ୍ରାନ୍ତ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ କଥା ହେଲେ ମୁଖ୍ୟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ପଜିଟିଭ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ … Read More

ମମତାଙ୍କ ସହ ଫୋନରେ କଥା ହେଲେ ନବୀନ

ଭୁବନେଶ୍ୱର,(ଓଡିଶା ଟାଇମ୍): ବାତ୍ୟା ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗୋରେ ହୋଇଥିବା କ୍ଷୟ କ୍ଷତି ନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଡିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ବାସୀଙ୍କ ସହ ଓଡିଶା ରହିଛି … Read More