କୋରୋନା ଦୂର ପାଇଁ ମନ୍ଦିର ଭିତରେ ନର ବଳି !
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମନ୍ଦିର ଭିତରେ ହତ୍ୟା! କୋରୋନା ଦୂର ପାଇଁ ମନ୍ଦିର ଭିତରେ ଜଣେ ବ୍ୟକ୍ତିଙ୍କୁ ନରବଳି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଅମାନୁସିକ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ … Read More