କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) : କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସୋମବାର ଅସୁସ୍ଥ ହୋଇପଡ଼ିଛନ୍ତି। କଂଗ୍ରେସର ପ୍ରତିଷ୍ଠା ଦିବସରେ ସିବିଆଇର ନିସ୍କ୍ରିୟତାକୁ ନେଇ ଏକ ଖୋଲା ଜିପରେ ଭାଷଣା ଦେଉଥିବା ବେଳେ ଅଚେତ ହୋଇ ପଡ଼ିଥିଲେ। ହଠାତ ଛାତିକୁ ଧରି ତଳେ … Read More