ଓଡିଶା ପାଇଁ ୫୦୦ କୋଟି ସହାୟତା ଘୋଷଣା କଲେ ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । … Read More

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ … Read More

ଅମ୍ଫନ କ୍ଷୟକ୍ଷତି : ପଶ୍ଚିମବଙ୍ଗକୁ ୧ ହଜାର କୋଟିର ସହାୟତା କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ପାଇଁ ୫୦ ହଜାର କୋଟି ଅଗ୍କୋରୀମ ସହାୟତା ଘୋଷଣା କୋଲକାତା.(ଓଡିଶା ଟାଇମ୍): ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗୋ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟିର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆଜି ପଶ୍ଚିମବଙ୍ଗ ଗସ୍ତରେ … Read More

ଆଗାମୀ ବାୟୋପିକ୍: ‘ପିଏମ୍ ନରେନ୍ଦ୍ର ମୋଦି’

ଚଳିତବର୍ଷ ବଡ଼ ପରଦାରେ ଅଧିକରୁ ଅଧିକ ବାୟୋପିକ୍ ଦେଖିବାକୁ ମିଳିବ ବୋଲି ପୂର୍ବ ସୂଚନା ମିଳିସାରିଛି । ଏହି ତାଲିକାରେ ଏବେ ଆଉ ଏକ ନାମ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ଦର୍ଶକ ପରଦା ଉପରେ ଦେଖିବାକୁ ପାଇବେ । ଏହି ବାୟୋପିକ ନାମ ରଖାଯାଇଛି ‘ପିଏମ୍ ନରେନ୍ଦ୍ର ମୋଦି’ । ଏହାର ମୁଖ୍ୟ ଭୂମିକା ପାଇଁ ଅଭିନେତା ବିବେକ୍ ଓବରୟଙ୍କୁ ସାଇନ୍ କରାଯାଇଛି ।