ଛତୁ ଖାଇବା ଦ୍ୱାରା ଏହି ସବୁ ରୋଗ ହୋଇନଥାଏ, ଜାଣନ୍ତୁ କିପରି ?

(ଓଡିଶା ଟାଇମ୍) :ଛତୁ କାହାକୁ ଭଲ ନଲାଗେ ।  ଭାରତୀୟ ଖାଦ୍ୟରେ ଛତୁର ଲୋକପ୍ରିୟତା ବେଶି ରହିଥାଏ । ଭାରତର ଛୋଟ ଢାବାଠାରୁ ଆରମ୍ଭ କରି ବଡ଼ ବଡ଼ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ଛତୁକୁ ନେଇ ନାନା ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ … Read More