ଡ୍ରଗ୍ସ ଜାଲରେ ବଲିଉଡ ଅଭିନେତ୍ରୀ: ଦୀପିକାଙ୍କ ପରେ ସାମ୍ନାକୁ ଆସିଲା ଦୀୟା ମିର୍ଜାଙ୍କ ନାମ

ମୁମ୍ବାଇ, (ଓଡିଶା ଟାଇମ୍) :ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା … Read More

ମହାରାଷ୍ଟ୍ର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି ଅନେକ

ମୁମ୍ବାଇ, (ଓଡିଶା ଟାଇମ୍) : ମହାରାଷ୍ଟ୍ରର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା । ପ୍ରଥମେ ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏହା ବୃଦ୍ଧି ପାଇ ୧୦ରେ ପହଞ୍ଚିଲାଣି ।  ଜନବସତି ମଧ୍ୟରେ ଥିବା ୩ ମହଲା କୋଠା … Read More

ଆଜି ଖୋଲିବ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ : ଭିସେରା ରିପୋର୍ଟ କହିବ ହତ୍ୟା ନା ଆତ୍ମହତ୍ୟା!

ମୁମ୍ବାଇ, (ଓଡିଶା ଟାଇମ୍) :ଆଜି ସୁଶାନ୍ତ ସିଂ ରାଜପୁତ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ, ଆଜି ଏହି ରହସ୍ୟରୁ ପରଦା ଉଠାଯିବ।  ଆଜି ସୁଶାନ୍ତ ସିଂ ରାଜପୁତଙ୍କ ବିଶ୍ରା ରିପୋର୍ଟ ଆସିବ। ଏହା ପରେ … Read More

ରାଜ୍ୟପାଳଙ୍କୁ ଭେଟିବା ପ‌ରେ କଙ୍ଗନା କହିଲେ ‘ନ୍ୟାୟ ପାଇଁ ମୁଁ ପୂରା ଆଶାବାଦୀ’

ମୁମ୍ବାଇ, (ଓଡିଶା ଟାଇମ୍) :ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ସହ ଆଲୋଚନା କରିଛନ୍ତି। ସିକ୍ୟୁରିଟି ସହ କଙ୍ଗନା ରାଜଭବନ ଯାଇଥିଲେ। ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ହେବା ନେଇ ସେ ନିଜ … Read More

କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର, ରାମ ମନ୍ଦିର ସହ ତୁଳନା କରି କଙ୍ଗନା ରଣାୱତ୍ କହିଲେ ବାବର୍‌ ତାହାକୁ ଭାଙ୍ଗୁଛନ୍ତି

ମୁମ୍ବାଇ, (ଓଡିଶା ଟାଇମ୍) :  କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା ।ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ । କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା ।କଙ୍ଗନା ଟ୍ୱିଟ … Read More

ବାଇକୁଲା ଜେଲ୍ ଗଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ, (ଓଡିଶା ଟାଇମ୍) :  ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆ ଖୁଲାସା ହେଉଛି। ଏନସିବି ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଏବଂ ମଙ୍ଗଳବାର ଦିନ ରିୟାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା ପରେ ଗିରଫ କରିଥିଲା। ଏନସିବି ତାଙ୍କୁ … Read More

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ରିୟା

ମୁମ୍ବାଇ , (ଓଡିଶା ଟାଇମ୍) : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରେ ଏନସିବି ଆଜି  ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି।  ଲଗାତାର ୩ ଦିନ ଧରି ଜେରା କରିବା ପରେ ଏନସିବି ରିୟାଙ୍କୁ ଗିରଫ କରିଛି ।  … Read More

କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ପରିସ୍ଥିତି ହେତୁ ଶାହା ମୋତେ … Read More

କ୍ଲଷ୍ଟ୍ରୋଫୋବିଆ ଉପରେ ରିୟାଙ୍କୁ କଡା ଜବାବ ଦେଲେ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ କ୍ଲଷ୍ଟ୍ରୋଫୋବିଆରେ ପିଡିତ ଥିବା ନେଇ ଏକ ଗଣମାଧ୍ୟମରେ କହିଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଯାହା ପରେ ରିୟାଙ୍କୁ କଡା ଜବାବ ଦେଇଛନ୍ତି ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ । … Read More

ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ, (ଓଡିଶା ଟାଇମ୍) :ସୁଶାନ୍ତ ସିଂହ ରାଜପୁତ ମାମଲାର  ଯାଞ୍ଚକୁ ନେଇ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ମାମଲା ଯାଞ୍ଚର ଜିମା ସିବିଆଇକୁ ଦେଇଛନ୍ତି। ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର … Read More