ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲା ଗୁଇନ୍ଦା ବିଭାଗ

ମୁମ୍ବାଇ, (ଓଡିଶା ଟାଇମ୍) :ମୁମ୍ବାଇରେ ପୁଣି ଥରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖାଦେଇଛି । ଗୁଇନ୍ଦା ସୂତ୍ର ଅନୁସାରେ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆକ୍ରମଣ କରିପାରନ୍ତି । ଏହାକୁ ନେଇ ମୁମ୍ବାଇ ପୋଲିସ ସତର୍କ ସୂଚନା ଜାରି … Read More

ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ

ମୁମ୍ବାଇ, (ଓଡିଶା ଟାଇମ୍) : ମୁମ୍ବାଇର ନାଗପଡ଼ା ସ୍ଥିତ ଏକ ସପିଂ ମଲରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବିଷୟରେ ତୁରନ୍ତ ଦମକଳ କର୍ମଚାରୀଙ୍କୁ ସୂଚନା ମିଳିବା ପରେ ଏଯାବତ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟ ଜାରି … Read More

୭୮ ବର୍ଷରେ ପଦାର୍ପଣ କଲେ ବିଗ୍ ବି

ମୁମ୍ବାଇ, (ଓଡିଶା ଟାଇମ୍) : ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କର ଆଜି ଜନ୍ମ ଦିନ । ବଲିଉଡ ସମ୍ରାଟ ବିଗ୍ ବି ୭୮ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । … Read More

ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ

ମୁମ୍ବାଇ, (ଓଡିଶା ଟାଇମ୍) : ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ହେତୁ ଅନେକ ଦିନ ହେବ ଜେଲରେ ଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ୍ ମିଳିଛି। ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ … Read More

ବଲିଉଡ ଡ୍ରଗ୍ସ ମାମଲାରେ ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ‘ଓ୍ବାଇ’ ସିକ୍ୟୁରିଟି ସୁରକ୍ଷା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବଲିଉଡ ଡ୍ରଗ୍ସ ମାମଲାରେ ଲୋକସଭା ସାଂସଦ ତଥା ବିଜେପି ନେତା ରବି କିଶନ ସ୍ବର ଉତ୍ତୋଳନ କରିଥିଲେ। ବହୁ ଫିଲ୍ମରେ କାମ କରିଥିବା ରବି ଲୋକସଭାରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ ଥିଲେ। ରବିଙ୍କ ବ୍ୟତୀତ ଅଭିନେତ୍ରୀ କଙ୍ଗନା … Read More

ଏମ୍ସ ରିପୋର୍ଟରେ ବଡ଼ ଖୁଲାସା : ସୁଶାନ୍ତଙ୍କ ଶରୀରରେ ମିଳିଲା ନାହିଁ ବିଷ

ମୁମ୍ବାଇ, (ଓଡିଶା ଟାଇମ୍) :ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସର ଫରେନସିକ୍ ଟିମ୍ ଓ ସିଏଫଏସଏଲଙ୍କ ଏକ୍ସପର୍ଟଙ୍କ ମଧ୍ୟରେ କିଛି ଦିନ ତଳେ ଏକ ବୈଠକ ବସିଥିଲା। ଏମ୍ସ ତରଫରୁ କରାଯାଉଥିବା ଫରେନସିକ ତଦନ୍ତ ରିପୋର୍ଟ ସିବିଆଇକୁ … Read More

ଡ୍ରଗ୍ସ ଲିଙ୍କ ଘଟଣା ; ଏନସିବିରେ ହାଜର ହେଲେ ଦୀପିକା ପାଦୁକନ

ମୁମ୍ବାଇ, (ଓଡିଶା ଟାଇମ୍) : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ପରେ ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ତଦନ୍ତ ଜୋରସୋର ଭାବେ ଜାରି ରହିଛି। ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ … Read More

ଆରପାରିରେ ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବିଶିଷ୍ଠ କଣ୍ଠଶିଳ୍ପୀ ବାଲ୍‌ ସୁଭ୍ରମଣ୍ୟମଙ୍କ ଶୁକ୍ରବାର ପରଲୋକ ହୋଇଛି। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେଲା ସେ କରୋନାରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ ଜଣାପଡ଼ିବା ପରେ ଅଗଷ୍ଟ … Read More

ଗିରଫ ହୋଇପାରନ୍ତି ଅନୁରାଗ କାଶ୍ୟପ, ବିରୋଧରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ମୁମ୍ବାଇ, (ଓଡିଶା ଟାଇମ୍) : ଅନୁରାଗ କଶ୍ୟପଙ୍କ ବିରୋଧରେ ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। ମୁମ୍ବାଇ  ବିକ୍ରୋଲି ଥାନାରେ ଅଭିନେତ୍ରୀ ଏ ନେଇ ଏତଲା ରୁଜୁ କରିଥିବାବେଳେ ୨୦୧୩ ମସିହାରେ କଶ୍ୟପ ତାଙ୍କ ପ୍ରତି ବର୍ସୋବା … Read More

ଡ଼୍ରଗ୍ସ ଲିଙ୍କ ଘଟଣା ; ଏନସିବିର କାର୍ଯ୍ୟାଳୟରେ ହାଜିର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଅନୁସନ୍ଧାନ କରୁଥିବା ଏନସିବି ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି।  ଡ଼୍ରଗ୍ସ ଲିଙ୍କ ଘଟଣାରେ ବହୁ ସିନେ ତାରକାଙ୍କ ନାଁ … Read More