‘ସୁନ୍ଦରୀ’ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଶିବରାଜ

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଘୁଣୀ ‘ସୁନ୍ଦରୀ’ର ଯତ୍ନ ନେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଲାଗି ଶିବରାଜ ଚିଠିରେ ଅନୁରୋଧ … Read More

ଅଭିନେତା-ସାଂସଦ ସନି ଦେଓଲଙ୍କୁ କରୋନା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା … Read More

ଧଉଳି ଶାନ୍ତି ସ୍ତୁପର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦ ସଙ୍କୁଳ ହୋଇପଡିଥିବା ଏବଂ ଧଉଳି … Read More

ଖୋଲିଲା ଅପରାଜିତା ଷଡଙ୍ଗୀଙ୍କ ଅଫିସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଆଜି ଖୋଲିଛି ବିଏମସି । ନିର୍ଦ୍ଧାରିତ ସମୟ ପୂର୍ବରୁ ବିଏମସି ପକ୍ଷରୁ ସିଲ୍ ଖୋଲାଯାଇଛି । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ କରିଥିବା … Read More

ବଲିଉଡ ଡ୍ରଗ୍ସ ମାମଲାରେ ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ‘ଓ୍ବାଇ’ ସିକ୍ୟୁରିଟି ସୁରକ୍ଷା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବଲିଉଡ ଡ୍ରଗ୍ସ ମାମଲାରେ ଲୋକସଭା ସାଂସଦ ତଥା ବିଜେପି ନେତା ରବି କିଶନ ସ୍ବର ଉତ୍ତୋଳନ କରିଥିଲେ। ବହୁ ଫିଲ୍ମରେ କାମ କରିଥିବା ରବି ଲୋକସଭାରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ ଥିଲେ। ରବିଙ୍କ ବ୍ୟତୀତ ଅଭିନେତ୍ରୀ କଙ୍ଗନା … Read More

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଆରୋପ: ସଂସଦ ପରିସରରେ ଧାରଣାରେ ବସିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି

ମୁମ୍ବାଇ, (ଓଡିଶା ଟାଇମ୍) :ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ମାମଲା ବର୍ତ୍ତମାନ ସଂସଦ ଯାଏଁ ପହଞ୍ଚିଛି । ବିଜେପି ସାଂସଦ ରୁପା ଗାଙ୍ଗୁଲି ଅନୁରାଗଙ୍କ ଉପରେ ହୋଇଥିବା ଆରୋପ ବିରୋଧରେ ସଂସଦ ପରିସରରେ ଧାରଣାରେ ବସିଛନ୍ତି । … Read More

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବିଜେଡ଼ି ସାଂସଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ … Read More

୩୦ ପ୍ରତିଶତ କଟିବ ସାଂସଦଙ୍କ ଦରମା, ସଂସଦରେ ବିଲ୍ ପାସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ସାଂସଦଙ୍କ ଦରମା କାଟ୍‌ ପାଇଁ ପ୍ରସ୍ତୁତି ହୋଇ ସାରିଛି। କୋଭିଡ୍-୧୯ ମହାମାରୀ କାରଣରୁ ତତ୍ପନ ସ୍ଥିତିର ମୁକାବିଲା ଲାଗି ଗୋଟିଏ ବର୍ଷ ପାଇଁ ସାଂସଦଙ୍କ ଦରମାରୁ ୩୦ ପ୍ରତିଶତ କଟାଯିବ। ଏହି … Read More

ଓଡିଆ ସାଂସଦ ସୁଜିତ କୁମାରଙ୍କୁ କେନ୍ଦ୍ରର ନୂଆ ଦାୟିତ୍ୱ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶା ସାଂସଦ ସୁଜିତ କୁମାରଙ୍କୁ ନୂଆ ଦାୟିତ୍ୱ ଦେଇଛି କେନ୍ଦ୍ର । ଏବେ ସୁଜିତଜ ହୋଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ସଦସ୍ୟ । କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ … Read More

ସଂସଦର ମୌସୁମି ଅଧିବେଶନ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହେଲେ ୫ ସାଂସଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଉଛି। ରବିବାର ଯାଞ୍ଚରେ ପାଞ୍ଚ ଲୋକସଭା ସାଂସଦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋମବାର ଆରମ୍ଭ ହେଉଥିବା ମୌସୁମି ଅଧିବେଶନରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର … Read More