ଭାରତ ଚୀନ୍ର ଅଯାଗା ଘା’ରେ ହାତ ରଖି ଅର୍ଥନୈତିକ ଏବଂ କୂଟନୈତିକ ସ୍ତରରେ ବଡ଼ ଆଘାତ ଦେଇଛି
ନିଜର ଦୁର୍ବଳତାରୁ ଧ୍ୟାନ ହଟାଇବା ପାଇଁ ଚୀନ୍ ପ୍ରାୟତଃ ସୀମା ବିବାଦକୁ ଆଳ କରୁଥିଲା, କିନ୍ତୁ ଏଥର ଏକ ଶକ୍ତିଶାଳୀ ଅର୍ଥନୈତିକ ଏବଂ ରଣନୀତିକ ପ୍ରତିକ୍ରିୟା ଏହାର ସ୍ଥିତିକୁ ଓଲଟାଇ ଗାଲୱାନ୍ ଉପତ୍ୟକାରୁ ପଛକୁ ଫେରିବାକୁ ବାଧ୍ୟ କରିଛି । ବାସ୍ତବରେ, … Read More