ୟୁକ୍ରେନ ଯୁଦ୍ଧ: ଭାରତ ପ୍ରସ୍ତାବକୁ ଦୋହରାଉଛନ୍ତି ଜିନପିଙ୍ଗ୍‍

ନୂଆଦିଲୀ: ଶ୍ୱର କୂଟନୀତି ଦ୍ରୁତ ଗତିରେ ଓଲଟା ହେବାରେ ଲାଗିଛି । ଠିକ୍ ଟି-୨୦ କ୍ରିକେଟ୍ ଭଳି । ୨୦୨୨ ଫେବ୍ରୁଆରି ୨୪ତାରିଖରେ ରୁଷ୍ ଆରମ୍ଭ କରିଥିବା ଆକ୍ରମଣ ଥମି ନ ଥିଲେ ମଧ୍ୟ ବିଶ୍ୱର ପ୍ରାୟ ସବୁଦେଶକୁ ନିଜର ବୈଦେଶିକ … Read More

କଂଗ୍ରେସ ମୋତେ ଏପର୍ଯ୍ୟନ୍ତ ୯୧ଥର ଗାଳି ଗୁଲଜ କରିଛି:ମୋଦି

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । କର୍ଣ୍ଣାଟକର ବିଦାରରେ ପ୍ରଥମ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁମାନେ ସାଧାରଣ ଲୋକଙ୍କ କଥା କହୁଛନ୍ତି, ଦୁର୍ନୀତିର ପର୍ଦ୍ଦାଫାସ କରୁଛନ୍ତି, ସ୍ୱାର୍ଥପର ରାଜନୀତି … Read More

ମୋଦିଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦିୟ ବୟାନ – ‘ମୋଦି ବିଷାକ୍ତ ସାପ’

ବେଙ୍ଗାଲୁର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷାକ୍ତ ସାପ ବୋଲି କହିଛନ୍ତି । କର୍ଣ୍ଣାଟକର କଲବୁର୍ଗିରେ ଗୁରୁବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖଡଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଷାକ୍ତ ସାପ ପରି । … Read More

ମୋଦିଙ୍କ ବିରୋଧରେ ‘ୱାନ୍ ଇଜ୍ ଟୁ ୱାନ୍’ ଫର୍ମୁଲା ସଫଳ ହେବ ତ ?

ଭୁବନେଶ୍ୱର,(ଓଡ଼ିଶାଟାଇମ): ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏକୁ ପାଖାପାଖି ୪୫ ପ୍ରତିଶତ ଭୋଟ୍ ମିଳିଥିଲା। ଅବଶିଷ୍ଟ ୫୫ ପ୍ରତିଶତ ଭୋଟ୍ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳକୁ ଯାଇଥିଲା । ଏବେ ୨୦୨୪ରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ … Read More

ସତରେ କ’ଣ ରାଜନୈତିକ ନେତା ଓ ଦଳ ଲୁଟେରା, ଆଇଏଏସ୍ ଅଫିସର ସଚ୍ଚୋଟ ?

ଭୁବନେଶ୍ୱର,( ଓଡ଼ିଶା ଟାଇମ୍‌) – ବେସାମରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଏବେ ଆଲୋଚନାର ବିଷୟବସ୍ତୁ ପାଲଟଛି। ରାଜନୀତି କରୁଥିବା ନେତା ଓ ଦଳମାନେ ଲୁଟେରା ଓ ଆଇଏଏସ୍‍ ଅଫିସରମାନେ ସଚ୍ଚୋଟ। ତେଣୁ ସେମାନେ ରାଜନୈତିକ ଦଳ … Read More

ମୋଦୀଙ୍କୁ ରାବଣ କହିଲେ ସୁବ୍ରମଣିୟନ୍‌ ସ୍ୱାମୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ, ମଲ୍ଲିକାର୍ଜ୍ଜୁନ ଖଡ଼୍‌ଗେଙ୍କ ପରେ ଖୋଦ୍‌ ହନ୍ଦୁତ୍ୱ ବିଚାରଧାରାର ଦୃଢ଼ ସମର୍ଥକ ସୁବ୍ରମଣିୟନ୍‌ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାବଣ’ ବୋଲି ସମ୍ବୋଧନ କରିଛନ୍ତି। ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏହିପରି ସମ୍ବୋଧନ … Read More

‘୪୦ବର୍ଷ ପର୍ଯ୍ୟନ୍ତ ବିଜେପି ଶକ୍ତିଶାଳୀ ହେବ, ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଶକ୍ତି ଅନୁମାନ କରିବାରେ ଅସମର୍ଥ’: ପ୍ରଶାନ୍ତ କିଶୋର

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକମାନେ ରାଗିଛନ୍ତି ଏବଂ ତାଙ୍କୁ କ୍ଷମତାରୁ ବାହାର କରିଦେବେ ବୋଲି ଭ୍ରମରେ ପଡ଼ନ୍ତୁ ନାହିଁ । ଲୋକମାନେ ହୁଏତ ମୋଦୀଙ୍କୁ କ୍ଷମତାରୁ ହଟାଇ ପାରନ୍ତି, କିନ୍ତୁ ବିଜେପି ବର୍ତ୍ତମାନ କୌଣସ କ୍ଷମତା ରାଜନୀତିରୁ ହଟୁନାହିଁ ।”    … Read More

ପିଏମ ମୋଦୀଙ୍କ ନୂତନ “ସମବାୟ ମନ୍ତ୍ରାଳୟ” – ଏହା କ’ଣ ଏବଂ ସାଧାରଣ ଲୋକଙ୍କୁ କିପରି ପ୍ରଭାବିତ କରିବ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳର ପୁନର୍ଗଠନ ଇତି ମଧ୍ୟରେ କରିଛନ୍ତି । ଯେଉଁମାନେ ପୂର୍ବ ମନ୍ତ୍ରିମଣ୍ଡଳରେ ଅସଫଳ ଥିଲେ ସେମାନଙ୍କୁ ବାଟ ଦେଖାଇ ଦିଆଯାଇଛି ଏବଂ ଅନେକ ନୂତନ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ଏହି ସମୟରେ ଏକ … Read More

ସମ୍ବଲପୁର ଆଇଆଇଏମ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର, (ଓଡିଶା ଟାଇମ୍) : ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ … Read More

ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବର୍ତ୍ତମାନ ସମୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ … Read More