ବ୍ୟାଟେରୀ ନୁହେଁ, କ୍ୟାପାଟେରୀ ବଦଳାଇବ ମୋବାଇଲ୍ ବ୍ୟବହାରକାରୀଙ୍କ ଦୁଃଖ l
ଭୁବନେଶ୍ବର, ( ବ୍ୟୁରୋ): ମୋବାଇଲ୍ର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯିବା ବ୍ୟବହାରକାରୀଙ୍କ ପାଇଁ ସବୁଠରୁ ବଡ଼ ଦୁଃଖ ଆଣିଥାଏ। ଏଥିଲାଗି ଅନେକ ଜରୁରୀ ଯୋଗାଯୋଗ ମଧ୍ୟ ମଝିରେ ଅଟକିଯିବାର ଆଶଙ୍କା ରହିଛି। ସେଥିଲାଗି ମୋବାଇଲଠାରୁ .ଅନେକଗୁଣ ଭାରୀ ପାୱାରବ୍ୟାଙ୍କ୍କୁ କିଛି ଲୋକ … Read More