ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣା; ସାନଭଉଣୀର ମୃତଦେହ ଠାବ

ବଲାଙ୍ଗୀର, (ଓଡିଶା ଟାଇମ୍) : ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୭୨ ଘଣ୍ଟା ପରେ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । … Read More

ଭୟଙ୍କର ବିମାନ ଦୁର୍ଘଟଣା: ଘଟଣାସ୍ଥଳରେ ୨୨ଜଣଙ୍କ ମୃତ୍ୟୁ, ୬ ନିଖୋଜ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ୟୁକ୍ରେନରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ରାଏଟର୍ସ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ୨୮ ଜଣଙ୍କୁ ନେଇ ଯାଉଥିବା ୟୁକ୍ରେନ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର … Read More