ମିସ୍ ଇଣ୍ଡିଆ ଅପେରା କୁଇନ ଫାଇନାଲରେ ସମ୍ବଲପୁର ଝିଅ ଦୀପନୀତା ପତି
ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର ଝିଅ ଦୀପନୀତା ପତି ମିସ୍ ଇଣ୍ଡିଆ ଅପେରା କୁଇନ ପ୍ରତିଯୋଗିତାରେ ଶ୍ରେଷ୍ଟ ଦଶ ଜଣ ପ୍ରତିଯୋଗୀତାଙ୍କ ମଧ୍ୟରେ ନିଜର ଆସ୍ଥାନ ଜମାଇ ଏହି ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଜୋରସୋର ପ୍ରସ୍ଥୁତ ଚଳାଇଛନ୍ତି l … Read More