ଏୟାର ଇଣ୍ଡିଆରେ ମାଗଣା ବିମାନ ଯାତ୍ରା ସୁବିଧା ବନ୍ଦ, ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀମାନଙ୍କୁ ବର୍ତ୍ତମାନ ଟିକେଟ କିଣିବାକୁ ପଡ଼ିବ
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧିକାରୀମାନେ ଏୟାର ଇଣ୍ଡିଆରେ ଆଉ ମାଗଣାରେ ଯାତ୍ରା କରିପାରିବେ ନାହିଁ । ଟାଟା ଗ୍ରୁପ୍ର ଅଂଶ ହେବା ପରେ ଏୟାର ଇଣ୍ଡିଆ କ୍ରେଡିଟ୍ ସୁବିଧାକୁ ବନ୍ଦ କରିଦେଇଛି । ତେଣୁ ସରକାର ଏହାର ସମସ୍ତ ମନ୍ତ୍ରାଳୟ/ବିଭାଗକୁ ତୁରନ୍ତ … Read More