ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଲକ୍ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି … Read More