ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ; ଓଡ଼ିଶାର ୪ ଜିଲ୍ଲା ସାମିଲ୍

ଭୁବନେଶ୍ବର , (ଓଡିଶା ଟାଇମ୍) : ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା … Read More

ଭଲ କାମ କରି ସୋନୁ ସୁଦ୍‌ ସଂଜୟ ରାଉତଙ୍କ ଚକ୍ଷୁଶୀଳ

କଥାରେ ଅଛି, “ସନ୍ଦେହ ରୋଗ ପାଇଁ ବଇଦ ପାଖରେ ଔଷଧ ନାହିଁ” । ଏହି ସନ୍ଦେହ ସଂଜୟ ରାଉତଙ୍କ କ୍ଷେତ୍ରରେ ଏହା ଏକଦମ୍‌ ଫିଟ୍‌ ହୋଇଛି । ଯେଉଁଭଳିଭାବେ ସୋନୁ ସୁଦ୍‌ ଅନେକ ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ … Read More

ଚାକିରୀ ହରାଇ ଗାଁକୁ ଫେରୁଥିବା ଡିଗ୍ରୀଧାରୀମାନେ ବର୍ତ୍ତମାନ ନରେଗାଆଡ଼କୁ ମୁହାଁଇଛନ୍ତି

ଚଳିତ ବର୍ଷ ଏପ୍ରିଲ ୧ ପରେ ଅତି କମରେ ୩୫ ଲକ୍ଷ ଲୋକ ଏମନରେଗାରେ କାମ କରିବାକୁ ଆବେଦନ କରିଛନ୍ତି ବିଗତ ଏକ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ କରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ କାରଣରୁ ଘୋଷିତ ପ୍ରାୟ … Read More

ପ୍ରବାସୀ କରୋନା ମାମଲାରେ ଓଡ଼ିଶା ଦେଶର ୨ୟ ସ୍ଥାନରେ- ମଇ ୨ ରେ ଗଞ୍ଜାମରେ ମାମଲା ନଥିବାବେଳେ ବର୍ତ୍ତମାନ ୫୩୩ ମାମଲା

ଦେଶର ଗାଁମାନଙ୍କରେ ସହର ଅପେକ୍ଷା କରୋନା ରୋଗୀ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ମଇ ୨ରେ ଓଡ଼ିଶାର ଗଞ୍ଜାମରେ କୌଣସି ମାମଲା ନଥିବାବେଳେ ବର୍ତ୍ତମାନ ୫୩୩ମାମଲା ପଞ୍ଜିକୃତ ହୋଇଛି । ଲକ୍‌ଡାଉନ୍‌ ପରେ ଯେତେବେଳେ ଅନ୍ୟ ରାଜ୍ୟର … Read More

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ପ୍ରବାସୀଙ୍କୁ ନେଲାନି ଆମ୍ବୁଲାନ୍ସ, ଶେଷରେ ଆଖି ବୁଜିଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାରେଣ୍ଟାଇନ୍ ସେଣ୍ଟରରେ ଥିବାରୁ ଅସୁସ୍ମତା ଅନୁଭବ କରୁଥିବା ପ୍ରବାସୀଙ୍କୁ ଡାକ୍ତରଖାନା ନେବାକୁ ମନା କରିଦେଲା ଆମ୍ବୁଲାନ୍ସ । ସ୍ଥାନୀୟ ଲୋକ,ପ୍ରଶାସନ ବି କିଛି ମୁଣ୍ଡ ଖେଳାଇଲେ ନାହିଁ । ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରବାସୀଙ୍କୁ … Read More

ଦାଦନ, ପ୍ରବାସୀ, ଅତିଥି ଓ ମୋହରା

ବର୍ଷ ବର୍ଷଧରି ଯେଉଁ ପୁଅ ଅଲୋଡ଼ା ହୋଇ ଦାଦନ ଯାଇଥିଲା ଏବେ ସେ ପ୍ରବାସୀ ଆଖ୍ୟା ନେଇ ସରକାରଙ୍କ ଆତିଥ୍ୟ ପାଉଛି।  ତାକୁ ଆଗକୁ କାମ ମିଳିବ କି ନାହିଁ, ରୋଜଗାରର ପନ୍ଥା ମିଳିବ କି ନା ତାହା ଅସ୍ପଷ୍ଟ ହେଲେ … Read More

ପୁଣି ଟ୍ରେନ୍ ଚେନ୍ ପୁଲିଂ ଟାଣି ଓହ୍ଲାଇଲେ ୪୩୧ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର, (ଓଡଶା ଟାଇମ୍):  ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଲାଗୁ ହୋଇଛି । ଲକ୍‌ଡାଉନ୍ ଫଳରେ ବିଭିନ୍ନ ରାଜ୍ୟର ସରକାର ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ଓଡ଼ିଶା ସରକାର … Read More

ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୧୦ ରୁ ଅଧିକ ଆହତ

ଭୁବନେଶ୍ଵର, (ଓଡିଶା ଟାଇମ୍) :  ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି … Read More

ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ଟ୍ରେନ୍‌ ଚେନ୍‌ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଜଣେ କି ଦୁଇଏକାବେଳେ ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ … Read More

ଜୁନ୍ ୩୦ ସୁଦ୍ଧା ୮୦% ଶ୍ରମିକ ସେମାନଙ୍କ ଘରେ ପହଞ୍ଚିବେ

କେନ୍ଦ୍ର ଅନୁଯାୟୀ, ୪ କୋଟିରୁ ୭୫ ଲକ୍ଷ ପ୍ରବାସୀ ଶ୍ରମିକ ଘରେ ପହଞ୍ଚିଛନ୍ତି ଲକ୍‌ଡାଉନ୍‌ରେ ରୋଜି ରୁଟି ସଙ୍କଟ ଯୋଗୁଁ ହଇରାଣ ହୋଇଥିଲେ ପ୍ରବାସୀ ଶ୍ରମିକ ଚାଲିଚାଲି, ସାଇକେଲ ଏବଂ ଟ୍ରକରେ ଘରକୁ ଯାଉଛନ୍ତି ପ୍ରବାସୀ ଶ୍ରମିକ ଉତ୍ତରପ୍ରଦେଶରୁ ମୋଟ ୨୧ … Read More