ଜୁନ୍ ୧ରୁ ଗଡିବ ମେଟ୍ରୋ , ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡ୍ଲାଇନ୍.
ଲକ୍ଷ୍ନୌ, (ଓଡିଶା ଟାଇମ୍) : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଦେଶରେ ବର୍ତ୍ତମାନ ଲକ୍ଡାଉନ୍ ୪ର୍ଥ ପର୍ଯ୍ୟାୟରେ ରହିଛି । ଦେଶରେ କରୋନା ପ୍ରକୋପ ଦେଖି ଲକ୍ଡାଉନ୍ ଅବଧିକୁ ବଢାଇବା ପାଇଁ ସରକାର ଚିନ୍ତା କରୁଛନ୍ତି … Read More