ଆସନ୍ତାକାଲିଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ-୪ ମାର୍କେଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରାୟ ସବୁ ମାର୍କେଟକୁ ବନ୍ଦ ରଖାଯାଇଛି । କିନ୍ତୁ ଆସନ୍ତାକାଲିଠାରୁ ଭୁବନେଶ୍ୱରର ୟୁନିଟ-୪ ଓ ଆଖପାଖ ମାର୍କେଟ ଖୋଲିବା … Read More