ମହାରାଷ୍ଟ୍ରର ଭିଓ୍ବାଣ୍ଡିରେ ଥିବା ବହୁ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି

ମୁମ୍ବାଇ, (ଓଡିଶା ଟାଇମ୍) :ମହାରାଷ୍ଟ୍ରର ଭିଓ୍ବାଣ୍ଡିରେ ଥିବା ବହୁ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଆଠକୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜାତୀୟ ବିପର୍ଯ୍ୟୟ ମୁକାବିଲା … Read More