ପ୍ଲାଜମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ
ମଧ୍ୟପ୍ରଦେଶ, (ଓଡିଶା ଟାଇମ୍) : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହନା କରୋନାରୁ ସୁସ୍ଥ ହୋଇଛନ୍ତି । ସେ ସୁସ୍ଥ ହେବ ପରେ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା କରୋନାରେ ଆକ୍ରାନ୍ତ ଆଉ କାହାର ଜୀବନ … Read More