ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା’ ଗୃହ’ ପ୍ରତିଷ୍ଠା କରାଯିବ
ସୁନ୍ଦରଗଡ଼, (ଓଡିଶା ଟାଇମ୍ସୁ) : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ … Read More