ଗୁଗୁଲ୍ ଲଞ୍ଚ କଲା ସର୍ଚ୍ଚ କାର୍ଡ ଫିଚର, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତରେ ଗୁଗୁଲ୍ ପକ୍ଷରୁ ପିପୁଲ୍ କାର୍ଡ୍ସ ଫିଚର୍ସର ସୁବିଧା ଆରମ୍ଭ କରାଯାଇଛି । ଯାହା ୟୁଜର୍ସଙ୍କୁ ପ୍ଲାଟଫର୍ମରେ ନିଜର ଭର୍ଚୁଆଲ୍ ଭିଜିଟିଂ କାର୍ଡ ବନାଇବାରେ ସାହାର୍ଯ୍ୟ କରିବ । ପିପୁଲ୍ କାର୍ଡ୍ସ ଫିଚର ସେହି ବ୍ୟକ୍ତିଙ୍କୁ ଖୋଜିବାରେ … Read More