ଲଘୁଚାପ: ଆଜି ପ୍ରବଳ ବର୍ଷା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆଶଙ୍କା ରହିଛି। ବଙ୍ଗୋପସାଗରରର ଉତ୍ତର-ପଶ୍ଚିମ ଦିଗଆଡ଼କୁ ଗତି କରୁଥିବାରୁ ଏହା ଓଡ଼ିଶାର ଦକ୍ଷିଣ ଉପକୂଳ ନିକଟତର ହୋଇଛି। ଏହି ଲଘୁଚାପ … Read More