ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଆଜି ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ … Read More

ହାଇ ରିସ୍କ ଜୋନ୍‌ରେ ରାଜ୍ୟର ୯ଜିଲ୍ଲା, ମନ୍ତ୍ରୀ କହିଲେ ଗୁଜବରେ କରନ୍ତୁନାହିଁ ବିଶ୍ବାସ

ଭୁବନେଶ୍ବର, (ଓଡିଶା ଟାଇମ୍) : ପଙ୍ଗପାଳକୁ ନେଇ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ହାଇ ରିସ୍କ, ମଡରେଟ୍ ରିସ୍କ, ଲୋ ରିସ୍କ ଜୋନ୍ ରେ ବିଭକ୍ତ କରାଯାଇଛି । ହାଇ ଏବଂ ମଡରେଟ୍ ଜୋନରେ ୯ଟି ଲେଖାଏଁ ଜିଲ୍ଲା … Read More

ପଙ୍ଗପାଳ କ’ଣ, କେଉଁଠୁ ଆସିଲେ, କେମିତି ହଟିବେ

ପଙ୍ଗପାଳ ଏକ ପ୍ରକାର ଛୋଟ ଶିଙ୍ଗ ବିଶିଷ୍ଟ ଝିଣ୍ଟିକା ପ୍ରଜାତିର କୀଟ। ଏହି ଜାତୀୟ କୀଟ ସାଧାରଣତଃ ଏକାନ୍ତରେ ବିଚରଣ କରିଥାନ୍ତି, ମାତ୍ର କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଏମାନେ ବହୁଳ ସଂଖ୍ୟାରେ ପରିଣତ ହୋଇ ନିଜ ବ୍ୟବହାର ଓ ଅଭ୍ୟାସରେ ପରିବର୍ତ୍ତନ … Read More

୯ ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ

ଭୁବନେଶ୍ବର, (ଓଡିଶା ଟାଇମ୍) :  ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭାଗୀୟ ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି … Read More

ଛତିଶଗଡରେ ପହଞ୍ଚିଲେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରିଥିବା ଜଣାପଡ଼ିଛି । ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏହି ପଲ ମଧ୍ୟପ୍ରଦେଶରୁ ଆସିଥିବା ଜଣାଯାଇଛି । ପଙ୍ଗପାଳ ପଲ … Read More

ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ, ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ । କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ … Read More

ଓଡିଶା ମୁହାଁ ପଙ୍ଗପାଳ,ଚାଷୀଙ୍କୁ ଘାରିଛି କ୍ଷତିର ଭୟ

ଭୁବନେଶ୍ୱର,(ଓଡଶା ଟାଇମ୍): ରାଜସ୍ଥାନ , ମଧ୍ୟପ୍ରଦେଶରେ ପଙ୍ଗପାଳ ଯୋଗୁ ଫସଲ ନଷ୍ଟ ହେଉଥିବା ବେଳେ ଏବେ ଓଡିଶା ଚାଷୀଙ୍କୁ ଘାରିଛି ଭୟ । ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ । ଦଳଦଳ ହୋଇ, ଦେଶ ଭିତରେ … Read More