ଆଜିଠୁ ଘରେ ପହଁଞ୍ଚିବ ମଦ, ଡେଲିଭରି ଦେବେ ସ୍ୱିଗି ଓ ଜୋମାଟୋ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ଘରେ ପହଁଁଞ୍ଚି ବ ମଦ । ଉଭୟ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ହୋମ୍ ଡେଲିଭରି କରିପାରିବେ। ଅନଲାଇନ୍‌ରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। … Read More