ଜୁଆ ଆଡ୍ଡାରେ ଚଢାଉ, ୪ ଗିରଫ

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାନ ଡୁମେରମୁଣ୍ଡା ଅଞ୍ଚଳରେ ଚାଲିଥିବା ଜୁଆଖେଳ ଉପରେ ଗୋବିନ୍ଦପୁର ପୋଲିସ ଚଢ଼ାଉ । ଚଢାଉ ବେଳେ ପୋଲିସ ଘଟଣାସ୍ଥଳରୁ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି … Read More