ବନ୍ଧୁକ ମୁନରେ ଅପହରଣ, କେସିଙ୍ଗାରୁ ଉଦ୍ଧାର ହେଲେ ନିର୍ବ।ହୀ ଅଧିକାରୀ
ଝାରସୁଗୁଡ଼ା, (ଓଡିଶା ଟାଇମ୍) : ବନ୍ଧୁକ ମୁନରେ ନିର୍ବ।ହୀ ଅଧିକାରୀଙ୍କୁ ଅପହରଣ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବ।ହୀ ଅଧିକାରୀ ମନୋରଞନ ପଟ୍ଟନାୟକଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ତାଙ୍କ ସରକାରୀ କ୍ବାଟରରୁ ପାଞ୍ଚରୁ ସାତ ଜଣ … Read More