କୋଭିଡ୍ ଟୀକା ପରୀକ୍ଷା ପାଇଁ ଶରୀର ଉତ୍ସର୍ଗ କରିବାକୁ ଚାହୁଁଛନ୍ତି ଯୁବକ
କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍) :କରୋନା ପାଇଁ ସମଗ୍ର ପୃଥିବୀ ଆତଙ୍କିତ ହୋଇ ପଡ଼ିଛି । କରୋନାରେ ଲକ୍ଷ ଲକ୍ଷ ଲୋକ ବି ପ୍ରାଣ ହରାଇ ସାରିଳେଣି । କରୋନାରୁ ମୁକ୍ତି ପାଇବା ପାଇଁ ଭାରତ ସମେତ ପୃଥିବୀର ଅନେକ ଦେଶ କରୋନା … Read More