ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ  ଜାଲରେ ଏଏସ୍ଆଇ  ବାବୁ । ଏକ  ଜମିଜମା ଘଟଣାର ରଫଦଫା ପାଇଁ   ଏଏସ୍ଆଇ ପାଞ୍ଚ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ସୂଚନା ଅନୁସାରେ ରାଜକନିକା ବ୍ଲକ କଣ୍ଟପଡା … Read More

ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

କେନ୍ଦ୍ରାପଡା, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଧରା ପଡିଲେ ପିଇଓ  ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ବଙ୍ଗାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ … Read More

ଜୁନ ମାସରେ କମ୍ ବର୍ଷା: ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) :ଗତ ଜୁନ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱଭାବିତା ଠାରୁ କମ୍ ବର୍ଷା ହୋଇଥିବାରୁ ଖରିଫ ଧାନ ଚାଷ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଚାଷ ଜମିରେ ଖରିଫ ଋତୁରେ ମୁଖ୍ୟତଃ ଧାନ ଚାଷ … Read More

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଠିଆ ହୋଇଥିବା ହାଇୱାକୁ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

କେନ୍ଦ୍ରାପଡା , (ଓଡିଶା ଟାଇମ୍) : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବକର ଉନ୍ମତ କାଣ୍ଡ । ହାଇୱେରେ ଠିଆ ହୋଇଥିବା ୧୦ଚକିଆ ଏକ ହାଇୱାକୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ସୂଚନା ମିଳିଛି । ଖବର ପାଇ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି … Read More

କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରସବ କଲେ ମହିଳା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୱାରେଣ୍ଟାଇନ ସେଣ୍ଟରରେ ଶିଶୁ କନ୍ୟା ଜନ୍ମ ଦେଲେ ମହିଳା । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତର ବଡଗାଁ ବଜ୍ରମହାକାଳୀ ପ୍ରାଥମିକ ବିଦ୍ୟାଳୟରେ । ସଙ୍ଗରୋଧ ଗୃହରେ ଥିବା … Read More

କେନ୍ଦ୍ରାପଡାରେ ସୁସ୍ଥ ହେଲେ ଆଉ ୫ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : କେନ୍ଦ୍ରାପଡା ଜିଲାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ କେନ୍ଦ୍ରାପଡା ଜିଲାରେ ମୋଟ୨୭  ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ କେନ୍ଦ୍ରାପଡା … Read More

କେନ୍ଦ୍ରାପଡ଼ାରେ  ଲକଡାଉନ ଉଲ୍ଲଂଘନ: ୮୯ ମାମଲା ଓ ୩ଲକ୍ଷ ୩୦ ହଜାର ଜୋରିମାନା

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) ଜିଲ୍ଲାରେ ଲକଡାଉନ ଉଲଂଘନ କରିଥିବା ଅଗଭିଯୋଗରେ ୧୫୯ ଜଣଙ୍କ ନାମରେ ୮୯ଟି ମାମଲା ରୁଜ୍ଜୁ କରାଯାଇଛି । ଏଥିସହ ୬ଟି ବମାଇକ, ୧୦ଟି ୪ ଚକିଆ ଓ ୨ଟି ଅଟୋ ଜବତ କରାଯାଇଛି ଓ ୩ ଲକ୍ଷ ୩୦ … Read More

ଅନ୍ଧ ଦେଶରେ ଦର୍ପଣ ବିକା; କେନ୍ଦ୍ରାପଡ଼ାରେ କୋଭିଡ୍‌ ମୁକାବିଲା ପ୍ରସ୍ତୁତିର ବିଭ୍ରାନ୍ତକର ଦୃଶ୍ୟ

କେନ୍ଦ୍ରାପଡ଼ା, (ପ୍ରଦୀପକୁମାର ଜେନା): ଅନ୍ଧ ରାଇଜରେ ଦର୍ପଣ ବିକିଲା ପରି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କରୋନା ଭୁତାଣୁ ରୋଗ ( କୋଭିଡ୍‌) ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି। ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଏହାକୁ ଜରୁରୀକାଳୀନ ପରିସ୍ଥିତି ବୋଲି … Read More

ଆଳିରେ ୧୧ ରାଜସ୍ୱ ଗ୍ରାମ ସମେତ ୨ଟି ବଜାର ସିଲ

କେନ୍ଦ୍ରାପଡ଼ା,(ଓଟି): ସୋମବାର ରାତିରେ ଆଳି ବ୍ଲକ ଅଂଚଳର ବାସିନ୍ଦା ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳି ବ୍ଲକର ୨ଟି ପଂଚାୟତର ୧୧ଟି ରାଜସ୍ୱ ଗ୍ରାମ ସମେତ ୨ଟି ବଜାରକୁ ମଙ୍ଗଳ ବାର ସିଲ … Read More

#OdishaFightsCorona: ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ୫୦୦ଟଙ୍କା ଜୋରିମାନା ଆଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) : ଏଣିକି ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ୫ ଶହ ଟଙ୍କା ଦେବାକୁ ପଡ଼ିବ । ଏଥିନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି । ମୁଖ୍ୟ ସଚିବଙ୍କ ଆଦେଶକୁ କାର୍ଯ୍ୟକରିବାକୁ ଯାଇ ଜିଲ୍ଲାପାଳ ସମର୍ଥ … Read More