ସୁପ୍ରିମକୋର୍ଟଙ୍କ ରାୟରେ ‘ରେଡ୍ ଲାଇନ୍’ କ’ଣ, ଯାହା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଚିନ୍ତାରେ ପକାଇବ?

ନୂଆଦିଲ୍ଲୀ: ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତାର ସୀମା ରେଖା ଆଙ୍କିଛନ୍ତି ସୁପ୍ରିମକୋର୍ଟ । ଜନଶୃଙ୍ଖଳା, ପୁଲିସ ଓ ଜମିବ୍ୟତୀତ ଅନ୍ୟ ସମସ୍ତ ସେବା ନିର୍ବାଚିତ ସରକାରଙ୍କ ଅଧୀନରେ ରହିବ । ଅର୍ଥାତ୍ ଏହି ତିନୋଟି ବିଷୟକୁ ବାଦ୍ ଦେଲେ … Read More

୨୦୧୫ର ସେହି ବିଜ୍ଞପ୍ତିରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ବନାମ କେନ୍ଦ୍ର ବିବାଦ’ ‘ସୁପ୍ରିମ୍’ ନିଷ୍ପତ୍ତିରେ ଶେଷ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଶାସନିକସେବା ନିୟନ୍ତ୍ରଣକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ପ୍ରଶାସନିକ ସେବା ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜନଶୃଙ୍ଖଳା, ପୁଲିସ ଓ ଜମିବ୍ୟତୀତ ପ୍ରଶାସନିକ ସେବା, ଦିଲ୍ଲୀ ବିଧାନସଭା … Read More

‘ତବ୍‌ଲିଗି ଜମାତ୍‌ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜ୍‌ମା ଦାନ କରେ’, ଦୋଷ ଲୁଚାଇବା ପାଇଁ ଖରାପ ପିଆର ଷ୍ଟଣ୍ଟ

ପ୍ଲାଜ୍‌ମା ଥେରାପି ବେଆଇନ, ବର୍ତ୍ତମାନ ଏହାର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ ନାହିଁ  ଏଥିରେ କୌଣସି ସନ୍ଦେହ ନାହିଁ ଯେ ତବ୍‌ଲିଗି ଜାମାତ୍‌ର ଜନଶୁଣାଣିଦ୍ୱାରା ୱୁହାନ ଜୀବାଣୁ ବିରୋଧରେ ଭାରତର ଯୁଦ୍ଧ ବହୁ କ୍ଷତିଗ୍ରସ୍ତ ହୋଇଛି । ୧୦୦୦୦ରୁ କମ୍ ରହିଥିବା … Read More

ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। … Read More

କଂଗ୍ରେସ ପିଛା ଛାଡ଼ୁନାହାନ୍ତି କେଜ୍ରିୱାଲ

ଯେଉଁ କଂଗ୍ରେସ ଦଳ ବିରୋଧରେ ପ୍ରଚାର କରି ୫ବର୍ଷ ତଳେ କ୍ଷମତାକୁ ଆସିଥିଲେ ଆପ‍୍‌ ନେତା ଅରବିନ୍ଦ କେଜ୍ରିୱାଲ। ଏବେ ନିଜର ଲୋକପ୍ରିୟତା କମୁଥିବା ଲକ୍ଷ୍ୟ କରି ନିଜର ଶକ୍ତି ବଢ଼ାଇବା ପାଇଁ ପୁଣି କଂଗ୍ରେସ ପିଠିରେ ଲାଉ ହେବାକୁ ଇଛା … Read More

କେଜ୍ରିୱାଲଙ୍କ ମୁହଁରେ ଶ୍ରୀକାନ୍ତଙ୍କ ଅଭିଯୋଗ

ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଆପ‍୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯେଉଁସବୁ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ତାହାକୁ କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ … Read More