କାଠଯୋଡ଼ିରେ ବୁଡିଗଲେ ମହିଳା, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

କଟକ, (ଓଡିଶା ଟାଇମ୍) : କଟକ କାଠଯୋଡ଼ିରେ ବୁଡିଗଲେ ମହିଳା । ନିଖୋଜ ମହିଳାଙ୍କ ପତ୍ତା ମିଳିନଥିବାବେଳେ ତାଙ୍କ ବୟସ ୫୫ ବର୍ଷ ହେବ ବୋଲି କୁହାଯାଉଛି  । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । … Read More