ପାକ୍‌ ଷଡ଼ଯନ୍ତ୍ର ବିଫଳ; ଭାରତୀୟ ସୀମାରେ ଉଡୁଥିବା ସଶସ୍ତ୍ର ଡ୍ରୋନକୁ ଖସାଇଦେଲା ସେନା

ଶ୍ରୀନଗର, (ଓଡିଶା ଟାଇମ୍) : ଆଜି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ଜମ୍ମୁ ଓ କଶ୍ମୀରର କଠୁଆ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଠାରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦେଇଛନ୍ତି। ଫଳରେ ସୀମା ଏପାଖରେ ଡ୍ରୋନ୍‌ ଦ୍ବାରା ଅସ୍ତ୍ରଶସ୍ତ୍ର … Read More

ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫ୍‌ ହୋଇଥିବା ଜାମ୍ମୁ-କାଶ୍ମୀରର ଡିଏସ୍‌ପିଙ୍କୁ ବେଲ୍‌

ଜାମ୍ମୁ-କାଶ୍ମୀର, (ଓଡିଶା ଟାଇମ୍) : ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ନେଇ ଗରିଫ ହୋଇଥିବା ଜାମ୍ମୁ-କାଶ୍ମରୀର ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ବେଲ୍‌ ମିଳିଛି। ଚଳିତ ବର୍ଷ ଶ୍ରୀନଗର-ଜାମ୍ମୁ ରାଜପଥରେ ଦୁଇଜଣ ହିଜବୁଲ-ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ନେଇ ଯାଉଥିବା ବେଳେ ତାଙ୍କୁ … Read More

ଜମ୍ମୁ କାଶ୍ମୀର ପୁଞ୍ଚରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ : ଜଣେ ଯବାନ ସହିଦ,୩ ଆହତ

ଜମ୍ମୁ କାଶ୍ମୀର, (ଓଡିଶା ଟାଇମ୍) : ଜମ୍ମୁ କାଶ୍ମୀର ପୁଞ୍ଚରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା। ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ପୁଞ୍ଚ ଜିଲାର କିର୍ନି ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ପ୍ରବଳ ଗୁଳିଗୋଳା … Read More

ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍ ଏବଂ ଅନନ୍ତନାଗରେ ଏନ୍‌କାଉଣ୍ଟର୍ ଯୋଗୁଁ ୪ ଆତଙ୍କବାଦୀ ନିହତ

ଶ୍ରୀଗର, (ଓଡିଶା ଟାଇମ୍) : ଜମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ସେଠାରେ ସୁରକ୍ଷାକର୍ମୀ ସର୍ଚ୍ଚ … Read More

ବଡ଼ଗାମରେ ଗୁଳି ବିନିମୟ : ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରିଲେ ସୁରକ୍ଷାକର୍ମୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ବଡ଼ଗାମରେ ଗୁରୁବାର ସକାଳୁ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଆଜି ସକାଳେ ପଠାନପୋରାରେ ସର୍ଚ୍ଚ ଅପରେସନ୍ ଚଲାଇଥିଲେ,ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ। … Read More

ଜାମ୍ମୁ-କାଶ୍ମୀର ସୋପିଆରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର, (ଓଡିଶା ଟାଇମ୍) : ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏବେ ମଧ୍ୟ ଆଉ ଜଣେ ଆତଙ୍କବାଦୀକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ଏହାସହ ସୋପିଆନର ସୁଗୁରେ ସର୍ଚ୍ଚ … Read More

ସୋପିଆନ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପୋଲିସ ଓ ସୁରକ୍ଷାବଳ ଆତଙ୍କବାଦୀଙ୍କ ଘେରାବନ୍ଦୀ କରି ତିନି ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଛନ୍ତି। ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଉଛି। … Read More

ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ଶହୀଦ

ଭୁବନେଶ୍ୱର,(ଓଡିଶା ଟାଇମ୍): ଜମ୍ମୁ-କଶ୍ମୀରର ପୁଲ୍‌ୱାମାରେ ପୁରିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ୍) ଓ ପୋଲିସର ମିଳିତ ଟିମ୍ ଉପରେ ଗୁରୁବାର ଏହି ଆକ୍ରମଣ କରିଛନ୍ତି । ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ … Read More