କଙ୍ଗନାଙ୍କ ବିରୋଧରେ ଜାଭେଦଙ୍କ ମାନହାନି ମାମଲା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଗୀତିକାର ଜାଭେଦ ଅଖତାର। ମଙ୍ଗଳବାର ମୁମ୍ବଇର ଅନ୍ଧେରୀସ୍ଥିତ ଦୌରାଜଜ୍‌ଙ୍କ କୋର୍ଟରେ ଏହି ମାମଲା ରୁଜୁ ହୋଇଛି। ଏକ ଟିଭି ଚାନେଲରେ ଜାଭେଦଙ୍କ ବିରୋଧରେ … Read More

କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର, ରାମ ମନ୍ଦିର ସହ ତୁଳନା କରି କଙ୍ଗନା ରଣାୱତ୍ କହିଲେ ବାବର୍‌ ତାହାକୁ ଭାଙ୍ଗୁଛନ୍ତି

ମୁମ୍ବାଇ, (ଓଡିଶା ଟାଇମ୍) :  କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା ।ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ । କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା ।କଙ୍ଗନା ଟ୍ୱିଟ … Read More

କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ପରିସ୍ଥିତି ହେତୁ ଶାହା ମୋତେ … Read More